ବାଉରୀ

ଇ ଶବ୍ଦ ଟା ଆମର୍ ସମ୍ବଲ୍ପୁରୀ ଶବ୍ଦ ଟେ ଆଏ ଜେନ୍ ଟା କି [1]ଉମାକାନ୍ତ୍ତ ବାରିକ ସମ୍ବଲ୍ପୁରୀ ଜଗତ୍ ର ଗୁଟେ ନାମୀ ଦାମୀ ଗାୟକ୍ ଟେ ଆନ୍ । ସେ ଇ ଶବ୍ଦ ର ପ୍ରୟୋଗ୍ ତାକର୍ ଗୀତ ମାନ୍କେ ପହେଲା କରି ଥିଲେ, ତାର୍ ପରେ ସେ ବାଉରୀ ନାଁ ରେ ଗୀତ ବାହାର୍ କରାଳେ ।